ଆଜିର ଖବର ସମ୍ମାନ ରକ୍ଷା ପାଇଁ କାର୍ଡିଫ୍ରେ ମୁକାବିଲା କରିବେ ଶ୍ରୀଲଙ୍କା- ଆଫଗାନିସ୍ତାନ ଚଳିତ ବିଶ୍ବକପ୍ରେ ନିଜର ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିବା ଦୁଇ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ସମ୍ମାନ ରକ୍ଷା ପାଇଁ କାର୍ଡିଫ୍ରେ ପରସ୍ପରର ମୁକାବିଲା କରିବେ।…