ଆଜିର ଖବର ବରେଲି ହିଂସା ମାମଲାରେ ମୌଲାନା ତୌକିର ରାଜା ଗିରଫ, ୧୪ ଦିନ ପାଇଁ ଗଲେ ଜେଲ ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବରେଲିରେ ଘଟିଥିବା ହିଂସା ଘଟଣାରେ ପୋଲିସ ଇତ୍ତେହାଦ-ଏ-ମିଲ୍ଲତ ପରିଷଦ (ଆଇଏମସି) ମୁଖ୍ୟ ମୌଲାନା ତୌକିର ରାଜାଙ୍କୁ ଶୁକ୍ରବାର (୨୬ ସେପ୍ଟେମ୍ବର) ଗିରଫ କରିଛି।…