ଜାତୀୟ ଖବର ମହାକୁମ୍ଭରେ ମଉନି ଅମାବାସ୍ୟା ଦିନ ପବିତ୍ର ସ୍ନାନର ରେକର୍ଡ ସୃଷ୍ଟି, ଜାଣନ୍ତୁ କେତେ ଲୋକ ପକାଇଲେ ବୁଡ଼? ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଦଳାଚକଟା ଭଳି ଘଟଣା ପରେ ଦିନସାରା ଗଙ୍ଗା ଏବଂ ସଙ୍ଗମ କୂଳକୁ ଭକ୍ତଙ୍କ ଭିଡ ଲାଗିଥିଲା। ମେଳା ପ୍ରଶାସନର ସୂଚନାନୁସାରେ, ବୁଧବାର ଦିନ…