ଆଜିର ଖବର 10 ଲକ୍ଷ କୋଟିର ବ୍ୟବସାୟ ଛୁଇଁଲା ରିଲାଏନ୍ସ ମୁମ୍ବାଇ,28/11: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । ପ୍ରଥମ ଭାରତୀୟ କମ୍ପାନୀ ଭାବରେ 10 ଲକ୍ଷ କୋଟିର ବ୍ୟବସାୟ ହାସଲରେ ସଫଳ…