ଆଜିର ଖବର ଚୀନକୁ ବଡ଼ ଝଟକା ଦେଲା କାନାଡା, ଏହି ବଡ଼ କମ୍ପାନୀ ଉପରେ ଲାଗିଲା ପ୍ରତିବନ୍ଧକ ନୂଆଦିଲ୍ଲୀ: ଚୀନକୁ କାନାଡା ବଡ଼ ଝଟକା ଦେଇଛି। କାନାଡା ସରକାର ଏକ ବଡ଼ ଚୀନ୍ କମ୍ପାନୀକୁ ଦେଶରେ ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।…