ଜାତୀୟ ଖବର ଏନଡିଏ ମେଣ୍ଟର କେଉଁ ରାଜ୍ୟରୁ କେତେ ସାଂସଦ ଜିତିଛନ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ ନୂଆଦିଲ୍ଲୀ: ନିକଟରେ ୧୮ ତମ ଲୋକସଭା ପାଇଁ ନିର୍ବାଚନ ସମାପ୍ତ ହୋଇଛି। ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଜୁନ୍ ୪ ତାରିଖରେ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ…