ଆଜିର ଖବର ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ, ଭୁବନେଶ୍ବରରୁ ଏହି ଅଭିଯାନ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା ବ୍ୟୁରୋ ଓଡିଶାରେ ପ୍ରାୟ 50 ଲକ୍ଷ ସଦସ୍ୟ କରାଯିବା ଲକ୍ଷ୍ୟ ନେଇ ଭୁବନେଶ୍ବରରେ ରାଜ୍ୟ ବିଜେପି ଆରମ୍ଭ କରିଛି ସଦସ୍ୟତା ଅଭିଯାନ। ଜନସଂଘର ପ୍ରତିଷ୍ଠାତା ଶ୍ୟାମପ୍ରସାଦ…