ଆଜିର ଖବର ଏସ୍ବିଆଇ ଗ୍ରାହକଙ୍କୁ ସୂଚନା : ଇଏମ୍ଆଇରୁ ୩ ମାସ ରକ୍ଷା ପାଇଁ ଏହି ଉପାୟ ଆପଣାନ୍ତୁ! ମୁମ୍ବାଇ : ତିନିମାସ ପର୍ଯ୍ୟନ୍ତ ଇଏମ୍ଆଇ ଆଦାୟ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)…