Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ମଞ୍ଚେଶ୍ୱରରେ ମରାମତି କାର୍ଯ୍ୟ ପାଇଁ ବାତିଲ ହେଲା ଏହି ସବୁ ଟ୍ରେନ

ଭୁବନେଶ୍ବର: ଆଜି ମଞ୍ଚେଶ୍ୱରରେ ରେଳ ଲାଇନର ମରାମତି ପାଇଁ ଏକାଧିକ ଟ୍ରେନକୁ ବାତିଲ କରାଯାଇଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ନିମ୍ନଲିଖିତ ଟ୍ରେନଗୁଡିକୁ ଆଜି ବାତିଲ କରାଯାଇଛି…..

1- 08431 କଟକ-ପୁରୀ ମେମୁ

2- 08446/08445 ଉଭୟ ପାର୍ଶ୍ୱରୁ ପାରାଦୀପ-କଟକ-ପାରାଦୀପ ମେମୁ

3- 08407/08408 ଉଭୟ ପାର୍ଶ୍ୱରୁ କଟକ-ପାରାଦୀପ-କଟକ ମେମୁ

4- 08414/08413 ଉଭୟ ପାର୍ଶ୍ୱରୁ ପୁରୀ-ତାଲଚର-ପୁରୀ ମେମୁ।