ଆଜିର ଖବର ଆଜି ଭୁବନେଶ୍ବରରେ ପହଁଚିବେ ଉଭୟ ମହିଳା ଓ ପୁରୁଷ ହକି ଦଳ, ନବୀନ କରିବେ ସମ୍ବର୍ଦ୍ଧନା ଭୁବନେଶ୍ୱର, ଟୋକିଓ ଅଲମ୍ପିକ୍ସରେ ଖେଳିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳ ଆଜି ଓଡିଶା ଆସିବେ। ଅପରାହ୍ନ ୧୧ଟା୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ଦଳର ସମସ୍ତ…