ଆଜିର ଖବର ପାକିସ୍ତାନୀ ପତାକାଧାରୀ ଜାହାଜକୁ କୌଣସି ଭାରତୀୟ ବନ୍ଦରରେ ପ୍ରବେଶ ମନା: ସରକାରଙ୍କ ଆଉ ଏକ କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରୁ ଯେକୌଣସି ଜିନିଷ ଆମଦାନୀ ଉପରେ ନିଷେଧ କରିଛି। ଏହା ପରେ, ଭାରତ ପାକିସ୍ତାନକୁ ଝଟକା ଦେଇ ଆଉ…