ଆଜିର ଖବର ବେନେଡିକ୍ଟ କମ୍ବରବ୍ୟାଚ୍ ଏମ୍ଜି ଇଣ୍ଡିଆର ବ୍ରାଣ୍ଡ୍ ଆମ୍ବାସଡର ବ୍ରିଟିସ୍ ଅଭିନେତା ବେନେଡିକ୍ଟ କମ୍ବରବ୍ୟାଚ୍ଙ୍କୁ କାର୍ କମ୍ପାନି ଏମ୍ଜି (ମୋରିସ୍ ଗ୍ୟାରେଜ୍ସ) ଇଣ୍ଡିଆ ଏହାର ବ୍ରାଣ୍ଡ୍ ଆମ୍ବାସଡର ଭାବେ ଘୋଷଣା କରିଛି। ଏହି ଖ୍ୟାତନାମା ଅଭିନେତା ଜଣକ…