ଆଜିର ଖବର ‘କାହା ଆଗରେ ନତମସ୍ତକ ହେବୁ ନାହିଁ’: ଯୁଦ୍ଧବିରତି ପୂର୍ବରୁ ଇରାନର ସର୍ବୋଚ୍ଚ ନେତା ଦେଲେ ଏହି ବଡ଼ ବୟାନ ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନ ଧରି ଲଗାତାର ସଂଘର୍ଷ ପରେ, ଆମେରିକା ଏବଂ କତରର ମଧ୍ୟସ୍ଥତାରେ ଏକ ଯୁଦ୍ଧବିରତି ହୋଇଛି। ଯୁଦ୍ଧବିରତି ଘୋଷଣା…