ଆଜିର ଖବର ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା ୱାଶିଂଟନ୍: ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅଭିବୃଦ୍ଧି ଆକଳନକୁ ହ୍ରାସ କରାଯାଇଛି। ଏହା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭାଙ୍କ ଅନୁଯାୟୀ। ସେ କହିଛନ୍ତି…