ଆଜିର ଖବର ଭେଣ୍ଟିଲେଟରରେ ଅଭିନେତା ମିହିର ଦାସ, ଆରୋଗ୍ୟ କାମନା କଲେ ପ୍ରଶଂସକ କଟକ: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ମିହିର ଦାସ ଗୁରୁତର ହୋଇ କଟକ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ପୂର୍ବରୁ କିଡନୀ ରୋଗରେ ପିଡିତ ଅଛନ୍ତି।…