ଅନ୍ତରାଷ୍ଟ୍ରୀୟ କରୋନାରେ ସଂକ୍ରମିତ ହେଲେ ରୁଷ୍ର ପ୍ରଧାନମନ୍ତ୍ରୀ, ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 33 ଲକ୍ଷ ଟପିଲା ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ 33 ଲକ୍ଷ 8 ହଜାର 233ଜଣ ସଂକ୍ରମିତ ହୋଇଛନ୍ତି । ଦୁଇ ଲକ୍ଷ 35 ହଜାର…