ବିଶେଷ ଖବର ଖଣି କମ୍ପାନୀ ଖାଇଗଲେ ବୋଲି ଶାହା କମିଶନ କହିଥିଲେ, ହେଲେ ସୁପ୍ରିମ କୋର୍ଟଙ୍କ ସ୍ଵତନ୍ତ୍ର କମିଟି କହିଲେ-ସବୁ ଠିକ ଅଛି କେଦାର ମିଶ୍ର ଖଣି ଦୁର୍ନୀତି ବିଷୟରେ ଓଡିଆରେ ଲେଖା ହୋଇଥିବା ଶେଷ ଖବର ଆପଣମାନଙ୍କର ମନେ ଅଛି କି? ଏହାର ଉତ୍ତରରେ ଅବଶ୍ୟ କହିହେବ, ଖଣି ଦୁର୍ନୀତି…