ଅପରାଧ ୧୨ ବର୍ଷୀୟା ନାବାଳିକାକୁ ଦୁଇଥର ଦୁଷ୍କର୍ମ ଅଭିଯୋଗ: ୭୭ ବର୍ଷୀୟ ବୃଦ୍ଧଙ୍କୁ ଆଜୀବନ କାରାଦଣ୍ଡ ମୁମ୍ବାଇ: ଗୁରୁବାର ଦିନ ମହାରାଷ୍ଟ୍ରର ରତ୍ନଗିରିର ରାଜାପୁର ତାଲୁକାର ଏକ ଗାଁରେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ମାମଲାରେ କୋର୍ଟ ଜଣେ ବୃଦ୍ଧଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।…