#MinorGirlMurder

ବାଲେଶ୍ୱର: ନାବାଳିକା ହତ୍ୟା ମାମଲାରେ ପୁଲିସର କାର୍ଯ୍ୟକଳାପକୁ ନେଇ ବଢ଼ିଲା ବିବାଦ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ନାମ୍ଫ ଫାଣ୍ଡିର ଏସ୍‌ଆଇ କରଣ ମାରାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।…