ଆଜିର ଖବର ଘୋଷଣା ହେଲା ଦାଦା ସାହେବ ଫାଲକେ ପୁରସ୍କାର, ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମନୋନିତ ନୂଆଦିଲ୍ଲୀ: ବଲିଉଡର କିମ୍ବଦନ୍ତୀ ପୁରୁଷ ମିଥୁନ ଚକ୍ରବର୍ତ୍ତୀ ୨୦୨୪ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ସାମାଜିକ…