ଆଜିର ଖବର କଂଗ୍ରେସରୁ ଟିକେଟ ପାଇଲେ ମାଓନେତା ସବ୍ୟସାଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା କଂଗ୍ରେସ ତରଫରୁ ଏଥର ରଣପୁରର ବିଧାନସଭା କ୍ଷେତ୍ରରୁ ଲଢୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ୨୦୧୪ରେ ଶୁଭଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ‘ଆମ…