ଆଜିର ଖବର କରୋନାରେ ପ୍ରାଣ ହରାଇଲେ ଡିଏମ୍କେ ବିଧାୟକ ଚେନ୍ନାଇ : କରୋନାରେ ପ୍ରାଣ ହରାଇଛନ୍ତି ଡିଏମ୍କେ ବିଧାୟକ ଜେ ଅମ୍ବଝାଗନ । ବୁଧବାର ନିଜର 62 ତମ ଜନ୍ମ ଦିବସରେ ଅମ୍ବଝାଗନ ପ୍ରାଣ ହରାଇଛନ୍ତି ।…