ଆଜିର ଖବର ତେଲଙ୍ଗନାରେ ବିଜେପି ମାରିଲା ବାଜି, ତିନିଟି ଆସନ ମଧ୍ୟରୁ ୨ ଟିରେ ଜିତିଲେ ସମର୍ଥିତ ପ୍ରାର୍ଥୀ ନୂଆଦିଲ୍ଲୀ: ଫେବୃଆରୀ ୨୭ ତାରିଖରେ ଅନୁଷ୍ଠିତ ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ସମର୍ଥିତ ପ୍ରାର୍ଥୀମାନେ ତିନୋଟି ଆସନ ମଧ୍ୟରୁ ଦୁଇଟି ଆସନରେ…