ଆଜିର ଖବର ସଂସଦ ଚାହିଁଲେ ପିଓକେ ଆମର ହେବ: ସେନାମୁଖ୍ୟ ନରଓ୍ବାଣେ ନୂଆଦିଲ୍ଲୀ: ପିଓକେକୁ ନେଇ ସେନାମୁଖ୍ୟ ନରଓ୍ବାଣେଙ୍କ ବଡ ବୟାନ ଦେଇଛନ୍ତି। ସଂସଦ ଚାହିଁଲେ ପିଓକେ ଆମର ହେବ। ପିଓକେର ତ୍ରିରଙ୍ଗା ଲହରାଇବା ନେଇ ସେନାମୁଖ୍ୟ ବୟାନ ଦେଇଛନ୍ତି।…