ଆଜିର ଖବର ଭୁବନେଶ୍ବର ରାଜମହଲ ଛକରେ ସିରିଜ ଦୁର୍ଘଟଣା, ଦୁଇଟି ମୋ ବସ ଓ ଦୁଇଟି କାର ଭିତରେ ପିଟାପିଟି ଭୁବନେଶ୍ବର: ଆଜି ରାଜଧାନୀ ରାଜରାସ୍ତାରେ ଏକ ସିରଜ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜୀବନ ହାନୀ ଘଟି ନ ଥିଲେ ମଧ୍ୟ ଦୁଇଟି ବସ ଓ ଦୁଇଟି କାର…