ଜାତୀୟ ଖବର ମୋବାଇଲ୍ ରିଚାର୍ଜରେ ବଡ଼ ପରିବର୍ତ୍ତନ, ଡାଟା ନୁହେଁ କେବଳ କଲ୍-SMS ପାଇଁ ମିଳିବ ସ୍ୱତନ୍ତ୍ର ପ୍ୟାକ୍ ଭୁବନେଶ୍ୱର: ମୋବାଇଲ୍ ରିଚାର୍ଜ କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ପରିବର୍ତ୍ତନ ଆସୁଛି। ଯେଉଁମାନଙ୍କୁ ମୋବାଇଲ୍ ଡାଟା ଦରକାର ନାହିଁ ଏବଂ କେବଳ ଭଏସ୍ କଲ୍ ଓ SMS…