ଆଜିର ଖବର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପଦମପୁରରେ ହୋଇଛି ଆଦର୍ଶ ଓ ଗୋଲାପୀ ବୁଥ ଭୁବନେଶ୍ବର: ପଦମପୁର ଉପନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ କରାଯାଇଛି ୧୫ଟି ଆଦର୍ଶ ମତଦାନ କେନ୍ଦ୍ର। ଏହି ମତଦାନ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ, ଟେମ୍ପ…