ଆଜିର ଖବର ମୋଦି ସରକାରର ୧୦୦ଦିନରେ ଓଡିଶାକୁ ୧୬ ହଜାର ୬୦୫ କୋଟି ଟଙ୍କା ଦେଲେ, ଭଲ କଥା, ହେଲେ କାରଣ କଣ ରାଜନୀତି କି? ସମୀକ୍ଷା ବ୍ୟୁରୋ ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ…