ଆଜିର ଖବର ଆନ୍ଦୋଳନ ମଧ୍ୟରେ ଆଖୁ ଦର ନେଇ ଏକ ବଡ ଘୋଷଣା କଲେ କେନ୍ଦ୍ର ସରକାର, ଏଥର ପଛକୁ ଫେରିବେ କି କୃଷକ? ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ରର ମୋଦୀ ସରକାର ବୁଧବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଚିନିର ଉଚିତ ତଥା ପାରିଶ୍ରମିକ (FRP) ମୂଲ୍ୟ କ୍ୱିଣ୍ଟାଲ…