ଆଜିର ଖବର ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ, ରାସ୍ତାରେ ହଜାର ହଜାର ଲୋକେ କରୁଛନ୍ତି ସ୍ବାଗତ ଭୁବନେଶ୍ବର: ଶେଷରେ ବହୁ ପ୍ରତୀକ୍ଷିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ଭୁବନେଶ୍ବରରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ରାମମନ୍ଦିର ଛକରେ ଥିବା ବିଜେପି କାର୍ଯ୍ୟାଳୟରୁ ଏକ ସୁସଜ୍ଜିତ…