ବିଶେଷ ଖବର ମୋଦୀ-ଶାହଙ୍କ ନୂଆ ରାଜନୈତିକ ଶବ୍ଦକୋଷ , ଭାରତୀୟ ରାଜନୀତିରେ ଅଭଦ୍ରାମି, ଅଶ୍ଳୀଳତା ଓ ହିଂସ୍ର ଭାଷାର ବିପୁଳ ବଜାର କେଦାର ମିଶ୍ର -ଯେଉଁମାନେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି, ସେମାନଙ୍କୁ ମୁଁ ଜିଅନ୍ତା ପୋତି ଦେବି। ଆମେ ପୋଲିସକୁ ପୂର୍ଣ୍ଣ ସ୍ଵାଧୀନତା ଦେଇଛୁ। ସେମାନେ ଯଦି…