ଜାତୀୟ ଖବର ମୋଦୀ ହେଲେ ସାମ୍ବାଦିକ, ମନ୍ କି ବାତ୍ ରେ ଛାତ୍ରଛାତ୍ରୀଙ୍କ ନେଲେ ଇଣ୍ଟରଭ୍ୟୁ, କଣ ଥିଲା ପ୍ରଶ୍ନ ଓ ଉତ୍ତର ଜାଣନ୍ତୁ ନୂଆଦିଲ୍ଲୀ, ସାଧାରଣତଃ ଯେତେବେଳେ ବୋର୍ଡ ପରୀକ୍ଷା ଫଳ ବାହାରେ ସେତେବେଳେ ଯେଉଁମାନେ ଭଲ ପ୍ରଦର୍ଶନ କରିଥାନ୍ତି ସେମାନଙ୍କ ଇଣ୍ଟରୟଭ୍ୟୁ ଟିଭି ରେ ବାହାରେ। ସାମ୍ବାଦିକମାନେ ସେମାନଙ୍କୁ ଖୋଜି…