ଆଜିର ଖବର ଅର୍ଥ ହେରେଫେରେ ମାମଲା: ଆଜି ଇଡିରେ ହାଜର ହୋଇପାରିଲେନି ଅଜହରୁଦ୍ଦିନ, ମାଗିଲେ ସମୟ ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କୁ ଆଜି ଇଡିରେ ହାଜର ହେବାକୁ ଡକାଯାଇଥିଲା। କିନ୍ତୁ ସେ ହାଜର ହୋଇନଥିଲେ ଏବଂ ଏଜେନ୍ସିଠାରୁ ଅଧିକ ସମୟ ମାଗିଥିଲେ। ସୂଚନା…