ଆଜିର ଖବର ମହମ୍ମଦ ଆମିରଙ୍କ ପୂର୍ବାନୁମାନ: ଭାରତ ନୁହେଁ ଚାମ୍ପିଅନ୍ସ ଟ୍ରଫି ଜିତିବ ଏହି ଦଳ ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଉତ୍ସାହ ଶିଖରରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟର ସାତୋଟି ମ୍ୟାଚ୍ ପରେ ଅନେକ ଦଳ ସେମିଫାଇନାଲ ଦୌଡ଼ରୁ ବାହାରିଯାଇଛନ୍ତି। ଯେହେତୁ ଲିଗ୍ ପର୍ଯ୍ୟାୟ ମ୍ୟାଚ୍…