ଆଜିର ଖବର ଇସ୍ରାଏଲୀ ଆକ୍ରମଣରେ ଇରାନକୁ ବଡ଼ ଝଟକା, ଚିଫ୍ ଅଫ୍ ଷ୍ଟାଫ୍ ଏବଂ ସେନା ମୁଖ୍ୟ ନିହତ ନୂଆଦିଲ୍ଲୀ: ଇରାନର ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଷ୍ଟାଫ୍ ମହମ୍ମଦ ବାଘେରି ଇସ୍ରାଏଲୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଏହି ଆକ୍ରମଣ ସମୟରେ ଇସ୍ରାଏଲୀ ସେନା ଇରାନର ପ୍ରମୁଖ…