ଆଜିର ଖବର ଆଜମ ଖାନ୍ଙ୍କୁ ବଡ ଝଟକା: ଜୌହର ବିଶ୍ୱବିଦ୍ୟାଳୟର ୪୨୬ କୋଟିର ସମ୍ପତ୍ତି ଜବତ ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ୍ଙ୍କ ଅଡୁଆ ବଢିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାମପୁର ସ୍ଥିତ ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟର ଜମି ଓ…