ଆଜିର ଖବର ଭାରତରେ ପ୍ରବେଶ କଲା କି ମଙ୍କିପକ୍ସ! ବିଦେଶରୁ ଆସିଥିବା ଯୁବକଙ୍କୁ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି ନୂଆଦିଲ୍ଲୀ: ସମ୍ପ୍ରତି ଏକ ଦେଶରୁ ଆସିଥିବା ଜଣେ ଯୁବକଙ୍କୁ ମଙ୍କି ଫକ୍ସ ହୋଇଥିବାର ସନ୍ଦେହ କରାଯାଇଛି। ଫଳରେ ତାଙ୍କୁ ଆସୋଲେସନରେ ରଖାଯାଇଛି।ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ…