ଆଜିର ଖବର ଘରୋଇ ଡାକ୍ତରଖାନାରେ ବନ୍ଧକ ରଖି ନର୍ସକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଡାକ୍ତରଙ୍କ ସମେତ ୩ ଗିରଫ ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦର ଏକ ଘରୋଇ ଡାକ୍ତରଖାନାର ଦଳିତ ନର୍ସଙ୍କୁ ଜଣେ ଡାକ୍ତର ବନ୍ଧକ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଡାକ୍ତରଖାନାକୁ ପୋଲିସ ଗିରଫ…