Most Wickets in Test

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସ୍ପିନର ରବି ଅଶ୍ୱିନ୍ ରାଜକୋଟ ଟେଷ୍ଟରେ ଇତିହାସ ସୃଷ୍ଟି କରିଛନ୍ତି। ବାସ୍ତବରେ ରବି ଅଶ୍ୱିନ ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ଅଙ୍କ ଛୁଇଁଛନ୍ତି।…