ଆଜିର ଖବର ସଡକ ଦୁର୍ଘଟଣାରେ ସାଉଥ୍ ଆଫ୍ରିକାର ଷ୍ଟାର ଖେଳାଳୀଙ୍କର ମୃତ୍ୟୁ ସାଉଥ୍ ଆଫ୍ରିକା : ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳୀ ମୋତିଜେକା ମଦିସାଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଜୋହାନିସବର୍ଗରେ ଏହି ଦୁର୍ଘଟଣା ହୋଇଥିବାର ସୂଚନା ରହିଛି…