ଆଜିର ଖବର କଂଗ୍ରେସ ଜାରି କଲା ପ୍ରାର୍ଥୀ ତାଲିକା: ଓଡିଶାର ୯ ଟି ଲୋକସଭା ଆସନ ପାଇଁ ଘୋଷଣା ହେଲା ନାମ ଭୁବନେଶ୍ବର: ଆଜି ରାଜ୍ୟର ୯ ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବରରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ୟାସିର ନଓ୍ବାଜଙ୍କୁ ପ୍ରାର୍ଥୀ କରିଥିବା…