ଆଜିର ଖବର ବିଜେପିର ଜାରି ହେଲା ୫ମ ପ୍ରାର୍ଥୀ ତାଲିକା: ପଢନ୍ତୁ ଓଡ଼ିଶାରେ କାହାକୁ ମିଳିଲା କେଉଁ ଆସନ ଭୁବନେଶ୍ୱର: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପଞ୍ଚମ ତାଲିକାରେ ୧୧୧ ପ୍ରାର୍ଥୀଙ୍କ ନାମ ବିଜେପି ପ୍ରକାଶ କରିଛି।…