ଆଜିର ଖବର AAP ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ୱାରେଣ୍ଟ ଜାରି କଲେ କୋର୍ଟ: ଦେଲେ ଏହି ନିର୍ଦ୍ଦେଶ ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ୟୁପିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ସାଂସଦ-ବିଧାୟକ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି।…