ଆଜିର ଖବର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୁକଦ୍ଦମା ଚାଲିବ: ରାଜ୍ୟପାଳ ଦେଲେ ଅନୁମତି ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୈସୁରୁ ନଗର ଉନ୍ନୟନ ପ୍ରାଧିକରଣ (MUDA) ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ବିରୋଧରେ ଏକ ମାମଲା ଦାୟର କରାଯିବ। ଯେଉଁଥି ପାଇଁ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍…