ଆଜିର ଖବର ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଜଣେ ୨୩ବର୍ଷୀୟ ଇଲେକ୍ଟ୍ରିସିଆନ ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଜଣେ ୨୩ ବର୍ଷୀୟ ଇଲେକ୍ଟ୍ରିସିଆନ ମୁଦାସିର ଅହମଦ ଖାନ ଓରଫ ମହମ୍ମଦ ଭାଇ । ସେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ…