ଆଜିର ଖବର ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା କ’ଣ?: କେମିତି ମିଳିବ ୫ ଲକ୍ଷର ସହାୟତା ଭୁବନେଶ୍ଵର: ଚାଷ କାମ ଯେତିକି ପରିଶ୍ରମ, ସେତିକି ବିପଦପୂର୍ଣ୍ଣ ମଧ୍ୟ। କେବେ କ୍ଷେତରେ କାମ କରୁଥିବା ବେଳେ ସାପ କାମୁଡ଼େ ତ କେବେ ବଜ୍ରପାତ, ମେସିନ୍ ରୁ…