ଜାତୀୟ ଖବର ମୁମ୍ବାଇ ବିମାନବନ୍ଦରରେ ଆତଙ୍କ: ଉଡ଼ାଣ ଭରିବା ମାତ୍ରେ ବିମାନରୁ ଖସିଲା ଚକ ନୂଆଦିଲ୍ଲୀ: ଆଜି ମୁମ୍ବାଇ ବିମାନବନ୍ଦରରେ ଆତଙ୍କ ଖେଳିଯାଇଛି। ପ୍ରକୃତରେ, ସ୍ପାଇସଜେଟ୍ ଏୟାରଲାଇନ୍ସର ଏକ ବମ୍ବାର୍ଡିୟର୍ Q400 ବିମାନ ଉଡ଼ାଣ ଭରିବା ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ସୃଷ୍ଟି…