ଆଜିର ଖବର ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ନୂଆଦିଲ୍ଲୀ: କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଖସିଯାଇଛି। ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଏହି ଦୁର୍ଘଟଣାରେ ବିମାନର…