ଆଜିର ଖବର ମିଆଁମାରରେ ପୁଣି ଭୂମିକମ୍ପ, ୨୪ ଘଣ୍ଟା ମଧ୍ୟରେ ୧୫ ତମ ଥର ଥରିଲା ପୃଥିବୀ, ଏକ ହଜାରରୁ ଅଧିକ ମୃତ ନୂଆଦିଲ୍ଲୀ: ମିଆଁମାରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଥର ପାଇଁ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ…