ଆଜିର ଖବର ଖୋର୍ଦ୍ଧା ଜିଲ୍ଲାର ଦୁଇଟି ସହରକୁ ଏଏନସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର: ଆଜି ରାଜ୍ୟ ସରକାର ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ସେଗୁଡିକ ମଧ୍ୟରୁ ଖୋର୍ଦ୍ଧା…